ଆଜିର ରାଶିଫଳ
ଆଜି ଦିନର ମହତ୍ତ୍ୱ.ଆଜି ହେଉଛି ୨୦୨୧ ମସିହା ଅକ୍ଟୋବର ତା ୩୧ ରିଖ ରବିବାର ତୁଳା ୧୫ ଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦଶମୀ ମୁକ୍ତ ଏକାଦଶୀ
Read moreଆଜି ଦିନର ମହତ୍ତ୍ୱ.ଆଜି ହେଉଛି ୨୦୨୧ ମସିହା ଅକ୍ଟୋବର ତା ୩୧ ରିଖ ରବିବାର ତୁଳା ୧୫ ଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦଶମୀ ମୁକ୍ତ ଏକାଦଶୀ
Read moreମେଷ: ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ନୂଆ ଲୋକଙ୍କ ସହ ବୁଝାମଣା ପକ୍କା ହେବ। ବାହନ କିଣିବା
Read moreମେଷ: ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।
ବୃଷ: ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି।
ମିଥୁନ: ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ମହିଳାମାନେ ଅନଲାଇନରେ କିଣାକିଣି କରିବେ। ଶିକ୍ଷାର୍ଥୀଙ୍କୁ ଏକ ସାର୍ଥକ ପଥ ମିଳିବ।
କର୍କଟ: କାହାରି ସହ ଉଚ୍ଚ ସ୍ବରରେ କଥା ହୁଅନ୍ତୁ ନାହିଁ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ତିଆରି କରିବାକୁ ହେବ। ମହିଳାଙ୍କୁ ପରିବାରର ସାହାଯ୍ୟ ମିଳିବ।
ସିଂହ: ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। ରାଜନୈତିକ ଲୋକଙ୍କର ମାନ ସମ୍ମାନ ବଢ଼ିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।
କନ୍ୟା: ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ। ସଂଘର୍ଷ କରିବା ପରେ ନିଶ୍ଚୟ ସଫଳ ହେବେ। ଘରୋଇ ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ଯୋଗ ଅଛି।
ତୁଳା: ଘର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ବିଛା: ବନ୍ଧୁଙ୍କ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ଭାଇଙ୍କ ସହଯୋଗରେ ନୂଆ ବେପାର ଆରମ୍ଭ କରିବାକୁ ଭାବିପାରନ୍ତି।
ଧନୁ: ଆର୍ଥିକ ରୂପେ ସଫଳତା ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ। ପ୍ରିୟବନ୍ଧୁଙ୍କ ସହ କଥା ହୋଇ ଭଲ ଲାଗିବ।
ମକର: ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ। ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ମିଳିବ।
କୁମ୍ଭ: ବାପା ମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ।
ମୀନ: ଭାବିଚିନ୍ତି ବ୍ୟବସାୟରେ ଚୁକ୍ତି କରନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ।
Read moreମେଷ
ମାନସିକ ଅସ୍ଥିରତା ଲାଗି ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଅବସ୍ଥାନ କରିବା ଆପଣଙ୍କ ସକାଶେ କଷ୍ଟକର ହୋଇପାରେ । ଆଜି ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।
ପ୍ରତିକାର: ହନୁମାନ ଚାଳିଶା ପାଠ କରନ୍ତୁ
ବୃଷ
କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇ ନ ପାରେ । ସକାଳୁ ସକାଳୁ କିଛି ଘରର କଥା, ପୂର୍ବରୁ ପରିଶୋଧ କରିବାକୁ ଥିବା ଋଣ, ଦୂରଯାତ୍ରା ଓ ବନ୍ଧୁ ସମ୍ପର୍କୀୟ ଦୁଶ୍ଚିନ୍ତାରେ ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେବ ।
ପ୍ରତିକାର: ଶିବ ପଞ୍ଚାକ୍ଷର ମନ୍ତ୍ରକୁ ୧୦ଥର ଜପ କରନ୍ତୁ
ମିଥୁନ
ଆଜି ଆର୍ଥିକ ଉନ୍ନତି ହେବା ସହ ସମସ୍ୟା ସମାଧାନ ଓ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରେ ସହାୟକ ହୋଇପାରିବ। ପୂର୍ବ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ । ନିଜର ସହନଶୀଳତା ଗୁଣରୁ ପାରିବାରିକ ଜୀବନ ସୁଖପ୍ରଦ ହେବ । ବାଣିଜ୍ୟ, ପରିବହନରେ ସମସ୍ୟା
ଦେଖାଦେଇପାରେ।
ପ୍ରତିକାର: ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ
କର୍କଟ
ଆଜି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ କରାଇବ । ସମସ୍ତ ପ୍ରକାରର ଘାତ ଓ ପ୍ରତିଘାତ ଦୂରେଇ ଯିବ । ପାରିବାରିକ ଜୀବନ ସୁଖମୟ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।
ପ୍ରତିକାର: ପାଞ୍ଚଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଓଁ ନମଃ ଶିବାୟ ମନ୍ତ୍ରରେ ଚଢାନ୍ତୁ
ସିଂହ
ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ ।ଉଚ୍ଚ ପଦସ୍ଥବ୍ୟକ୍ତି ମାନଙ୍କ ସୌହାର୍ଦ୍ଦ୍ୟ ଲାଭ କରିବେ। କର୍ମକ୍ଷେତ୍ରରେ ସାମୟିକ ବାଧା ଓ ପ୍ରତିବନ୍ଧକର ଦେଖାଦେଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
ପ୍ରତିକାର: ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।
କନ୍ୟା
ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍ ଭାବେ ବୁଝି ପାରିବେନି । ସହକର୍ମୀମାନଙ୍କ ଖାମଖିଆଲ କାର୍ଯ୍ୟ ଯୋଗୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଆଜି କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିବ । ଗୃହ, ଭୂମି, ଯାନ ବାହନ ଲାଭ କରିବେ ।
ପ୍ରତିକାର: ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ତୁଳା
କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କ୍ରମକ୍ଷେତ୍ରରେ ପ୍ରଶଂସନୀୟ ହେବେ। ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ । ଆଜିର ଯାତ୍ରାରେ ସଫଳତା ମିଳିବ ।
ପ୍ରତିକାର: ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କ୍ଷେତ୍ରକୁ ଯାଆନ୍ତୁ
ବିଛା
ଆଶା କରିଥିବା ଅର୍ଥ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଘରେ ବନ୍ଧୁ ମିଳନ ଓ ଖୁସୀର ଆସର ଜମିପାରେ । ପାରିବାରିକ ସମର୍ଥନ ଆପଣଙ୍କୁ ବିଜୟ କରାଇବ ।
ପ୍ରତିକାର: ତୁଳସୀ ଚଉରା ମୂଳରେ ପାଣି ଢାଳନ୍ତୁ
ଧନୁ
ଅସାବଧନତା କାରଣରୁ ଧନହାନିର ଆଶଙ୍କା ଦେଖାଦେବ । କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବା କଷ୍ଟକର ହେବ। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହୋଇପାରେ।
ପ୍ରତିକାର: ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ
ମକର
ଚେଷ୍ଟା କରୁଥିବା କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ଆଦରଣିଯ ହେବେ । ଗୁରୁଜନମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।
ପ୍ରତିକାର: ଓଁ ନମଃ ଶିବାୟ ମନ୍ତ୍ରରେ ପାଞ୍ଚଟି ନୀଳ ଅପରାଜିତା ଫୁଲ ଶିବଲିଙ୍ଗ ଉପରେ ଚଢ଼ାନ୍ତୁ
କୁମ୍ଭ
ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ। ଅପରାହ୍ନରେ ଶୁଭ ଖବର ପାଇବେ ।
ପ୍ରତିକାର: ଗୃହର ପ୍ରବେଶ ଦ୍ଵାରର ଡାହାଣ ପାଖରେ ପୂର୍ଣ୍ଣ କୁମ୍ଭଟିଏ ରଖନ୍ତୁ
ମୀନ
କାର୍ଯ୍ୟ ସାଧନ ସକାଶେ ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗ ମିଳିବ ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ । ବ୍ୟବସାୟରେ ଲାଭବାନ ହେବେ ।
ପ୍ରତିକାର: ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ଓ ଚାଳିଶା ପାଠ କରନ୍ତୁ।
ମେଷ :-ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ ଭଲ ଭାବେ କରିବେ। ଗୁରୁ, ଶୁକ୍ର ଓ ଶନିବାର: କଠିନ ପରିସ୍ଥିତିରେ
Read moreମେଷ: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ପାରିବାରିକ ମାମଲା ନେଇ ଜୀବନସାଥୀଙ୍କ ସହ କଥା ହେବେ। ନିବେଶ ପାଇଁ ଠିକ୍ ସମୟକୁ ଅପେକ୍ଷା କରନ୍ତୁ।ବୃଷ: ଦିନଟି ଆପଣଙ୍କ
Read more**✧═════•❁❀❁•═════✧* ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୨୧ ରିଖ ମଙ୍ଗଳ ବାର କନ୍ୟା ୫ ଦିନ ଆଶ୍ଵିନ ମାସ କୃଷ୍ଣପକ୍ଷ ପ୍ରତିପଦା
Read moreଝିଅ ବାହାଘରକୁ ନେଇ ଚିନ୍ତିତ ଅଛନ୍ତି କି ? ଝିଅର ବୟସ ବଢିବା, ଉପଯୁକ୍ତ ପାତ୍ର ନମିଳିବା କିମ୍ବା ଅନ୍ୟ କୌଣସି ସମସ୍ୟାକୁ ନେଇ ଯଦି ଆପଣ
Read moreଜାଣନ୍ତୁ, ରାଶି ଅନୁଯାୟୀ କେଉଁ ଜ୍ୟୋତିର୍ଲିଙ୍ଗ ପୂଜା କରିବେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ଯାଆନ୍ତି ବନାରସ ପୂଜା କରିବାକୁ | ଏସବୁର ଉତ୍ତର ପାଇଁ
Read moreଓଡିଶା ରାଜନୀତିରେ ନୂଆ ମୁହଁ ଓଡିଶା ରାଜନୀତିରେ ନୂଆ ମୁହଁଓଡିଶା ରାଜନୀତିରେ ନୂଆ ମୁହଁ
Read more